ଭାବନା

ପ୍ରତି ଲେଖକ ଚାହେଁ , ତା ଲେଖା କେତେ ଥର କିଏ କିଏ ,କେତେ ନୂଆ ପାଠକ ,କେତେ ଦୂରରେ ଥିବା ପାଠକ ପଢି କେମିତି ମଜା ଲାଗିଲା କୁହନ୍ତୁ । ମାନେ ସିଧା ପାଠକ ଙ୍କ ଗ୍ରହଣୀୟତା କୁ ନେଇ କଳ୍ପନା କରିଚାଲେ । ଲେଖକ ଓ ପାଠକ ଙ୍କ ଭିତରେ କିଛି ଯୋଗସୂତ୍ର କରିହେବ ? ଏପର୍ଯ୍ୟନ୍ତ ବୋଧେ କୌଣସି ଇ ପତ୍ରିକା ରେ ସେମିତି ହେଇନି । କିଛି ହେଲେ ଖୁବ ଭଲ ଲାଗନ୍ତା ।

Advertisements