ଜୀବନ ଯୁଦ୍ଧ

jibana juddha pic

ଏତେ ଶୀଘ୍ର

ପରାଜୟ କୁ

କରନି  ସ୍ଵାଗତ ,

ହୋଇପାରେ

କିଏ ଅବା  ଭୂରିଶ୍ରବା ,

କିଏ ଅବା ଅଭିମନ୍ୟୁ  ||

କିନ୍ତୁ ,

ଏ ତ ନୁହେଁ  ଅନ୍ତିମ

ସଂଘର୍ଷ  ||

ଅନାଦି କାଳ ରୁ

ହୋଇଆସୁଅଛି ,

ଆସୁଥିବ  ||

କଲୋସିଅମ  ର

ଦର୍ଶକ ହେଉ

ଅବା ମୁକ୍ତ

ତରବାରି କୁ

ଆହ୍ଵାନ କରୁଥିବା

ଯୋଦ୍ଧା  ||

ଜୀବନ ଯୁଦ୍ଧ ରେ

ହାରିବାନି ,

ହେଉ ଏଇ

ବ୍ରତ  ||

(ଅରବିନ୍ଦ ଆଚାର୍ଯ୍ୟ )  www.molekhaa.wordpress.com

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s