ନୋ…..ଟୁ ଟେନ୍ସନ

ରାତି ପାହିଲା

ସକାଳ ହେଲା ,

ଆସିଗଲା ନୂଆ

ଟେନ୍ସନ ।

ଏକଥା ଭାବୁ

ଆମେ ସଭିଏଁ

କାହିଁକିକେଜାଣି

ସବୁଦିନ ।

ନୂଆ ସକାଳ

ଆଣେ ନୂଆ

ଜୀବନ,

ଭୁଲିବାନି ଆମେ

ତାକୁ ,

ନୂଆ ସମ୍ଭାବନା

ଆହୁରିଅନେକ

ରହିଛି ଅନେଇ

ଆମକୁ ।

ଗଭୀର ନିଶ୍ୱାସ

ନେଇଯାଅ ଥରେ

ଭୁଲି ସବୁ ପୂର୍ବ କଥା ,

ଆଜି କେତେ ନୂଆ

କଣ ଘଟିବ

ସେଥିପାଇଁ ଏତେ ଚିନ୍ତା ?

ଖରାପ ହେବାଟି

ଯେମିତି ସମ୍ଭବ

ଭଲ ବି ସେମିତି ହେବ ,

ଆଗରୁ କିଆଁ

ହାରିଯିବା ଆମେ

ଭାବି ଭାବି

ପରାଜୟ ?

(ଅରବିନ୍ଦ ଆଚାର୍ଯ୍ୟ)

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s