ଆସ ମା’

ଆସ ମା

ସେହିପରି ତ୍ରିଶୁଳ ଧରି

ଦଶଭୁଜା ହୋଇ,

ସିଂହ ପୃଷ୍ଠ ରେ ଆରୋହଣ କରି ।

କିନ୍ତୁ ମହିଷାସୁର ଏବେ ଯାଇଛି ବଦଳି , ନାହିଁ ତା ବିକୃତ ମୁଖ,

ନାହିଁ ତାର ଏକମାତ୍ର ଖଡ୍ଗ ।

ଏବେ ସିଏ ସୌମ୍ୟ ମାର୍ଜିତ,

କେବଳ ଭିତରେ ରହିଛି

ଲୋଲୁପ ଦୃଷ୍ଟି ର ଅନଳ ।

ଯେଉଁ ଥିରେ ଝାସ ଦେଉଛନ୍ତି ଏପରିକି……

ନିରୀହ ,ନିଷ୍ପାପ ବିଦ୍ୟାଳୟ ଶିଶୁ । ସଂହାର କରିବାକୁ

ଆସ ମା ଓଲ୍ହାଇ ଆସ

ଏ ମର୍ତ୍ତ୍ୟରେ ଅବିଳମ୍ବେ ।

(ଅରବିନ୍ଦ ଆଚାର୍ଯ୍ୟ ) 🙏🙏🙏🙏🙏🙏

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s