ସ୍ୱଚ୍ଛତା ହିଁ ସେବା ?

ସକାଳୁ , ହଁ ବଡ଼ି ଭୋର ରୁ କହିଲେ ଠିକ ହେବ ବାହାରି ପଡିଲେ ଗାଁ ମାଇପିଏ । ହାତରେ ଅସ୍ତ୍ର ମାନେ ଛୋଟ ପ୍ଲାଷ୍ଟିକ ବାଲ୍ଟି । ସବୁ ବୁଝି ପାରୁଥିବେ । ଏଇଟା ନିତିଦିନିଆ ବେପାର । ଆଜି ଗାନ୍ଧୀଙ୍କ ଜୟନ୍ତୀ ହେଉ କି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେଉ । ସେଥିରେ ତାଙ୍କର କଣ ଯାଏ ଆସେ ? ଆଉ ସକାଳୁ ସଞ୍ଜ ଯାଏ ଛୋଟ ପିଲା ଙ୍କ ରାସ୍ତା କଡରେ ମନ୍ଦିର ନିର୍ମାଣ ବି ଦେଖନ୍ତୁ । ପୁଣି ସଞ୍ଜ ଗଡ଼ି ଗଲେ ଗାଁର ଝିଅ ବୋହୁ ଙ୍କ ସେଇ ଏକା ଅଭିଯାନ ।

କେମିତି ସମ୍ଭାଳିବେ ଏ ପ୍ରକୃତିର ନିୟମ କୁ । ଯିବାକୁ ତ ପଡିବ । ଘରେ ପାଇଖାନା ନଥିଲେ ଏ ଅବସ୍ଥା ।

ସତରେ କଣ ଏ କଥା ସବୁ ବଦଳି ଯିବ ? ଅମିତାଭ ବଚ୍ଚନ ଙ୍କ”ଦୁଆର ବନ୍ଦ” କଥା ସଫଳ ହବ ? ଦେଖାଯାଉ ସମୟ କହିବ ….

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s