ସର୍ଭିସିଂ

ଗାଡି କିଣି ସାରିଲା ପରେ ସମସ୍ତେ ଜାଣନ୍ତିଯେ, କିଛିଦିନପରେ ତାକୁ ସର୍ଭିସିଂ ପାଇଁ ପୁଣି ଆଣିବାକୁ ପଡିବ । ୪ ଟା ମାଗଣାରେଉପଲବ୍ଧ ସର୍ଭିସିଂ ପରେ ବି ପଛକୁପଛ ଆହୁରି ଏମିତି କେତେ ଥର ପେଡ ସର୍ଭିସିଂ କରାଯିବ ।

ସେମିତି ଏକ ପେଡ ସର୍ଭିସିଂ ପାଇଁ ମୁଁ ଆଜି ଆସିଚି । ଆସୁ ଆସୁ କାଉଣ୍ଟର ରେ ଭେଟିଲି ଜଣେ ସୁନ୍ଦରୀ ତରୁଣୀ ଙ୍କୁ ।

“ଆଜ୍ଞା , କିଛି କହୁଥିଲେ ?”

“ହଁ , ମୋ ଗାଡି ଟି ଦେଖାଇବା ର ଅଛି ।”

“ଠିକ ଅଛି ! ଆପଣଙ୍କ ଗ୍ରାହକ ପୁସ୍ତିକା ଦୟାକରି ଦିଅନ୍ତୁ !”

ମୁଁ ଦେଲି ।

ମୋତେ ସେ ବୁଝେଇ ଦେଲେ ଯେ ଆପଣ ଏକ ନୂଆ ସ୍କିମ କୁ ନେଇ , ତା ଦ୍ୱାରା ପୁଣି ବର୍ଷରେ ୩ ଟି ଡ଼ିକାଉଣ୍ଟ ସେବା ପାଇବେ । ମୁଁ ହଁ କରିଦେଲି ।ସେ ସେବା ଟି ର ନାଁ “ଏ.ଏମ.ସି” । ଆପଣ କରିଛନ୍ତିକି ?

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s