ସେଇ କଥା

ତୁମକୁ ମୁଁ

ପାରୁନାହିଁ କହି

ସେଇ କଥା ,

ଯାହା ଶୁଣି

ତୁମେ ବୋଧେ

ପାଇବନି ଭଲ

ଆଉ ମୋତେ,

କିନ୍ତୁ ନ କହି

ପାରେନାହିଁ ରହି

କହି ଦେବି କହିଦେବି

ବୋଲି କେବେଠୁ ଭାବୁଚି

କିନ୍ତୁ ଏପର୍ଯ୍ୟନ୍ତ

ପାରିଲିନି କହି ।

ଶୁଣି ଜମା ରାଗିବନି

ଭୁଲିଯିବ ମୋତେ

ନୂଆ ସାଥିହେବାପାଇଁ

ଆସିବ 2018

ମୁଁ ଚାଲିଲି

ତୁମ ସବୁ ସ୍ମୃତିବହନ କରି

ବିଦାୟ ବନ୍ଧୁ

(ମୁଁ 2017 କହୁଥିଲି)

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s