ଶୀତ ଗୀତ

ରାତି ପାହିଲାଣି

ରାବଇ କାଉ ,

ବେଶୀ ଶୀତ ହେଲେ

ଶୋଇ ପଡିବା

ଟିକେ ଆଉ ।

ତଳେ କମଳ

ଉପରେ କମଳ

ମଝିରେ କିଏ ?

ମୁଁ …..

ହଜାରେ ଥର

ଡାକିଲେ ବି

କହୁଁନି ଟିକେ

ଉଁ !

ବେଡ଼ ପାଖ

ଟେବୁଲ ଉପରେ

ଘଣ୍ଟା ରେ ବାଜିଲା

ଆଲାର୍ମ ,

ଏତେ ଶୀତ ରେ

କମଳ ଭିତରୁ

ହାତଟି ବାହାରେ ନି

କହୁଛି…..

“ରିମୋଟ ଦର୍କାର !”

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s