ଜୀବନ

474010e4d3bc87ab6d836edcfe99ed9f

ମୁଠାଏ ବାଲି

ହାତରୁ ଖସୁଛି

ପ୍ରତି ମୁହୂର୍ତରେ

କମ କମ ହେଇ ଚାଲିଛି

କିଏ ଜାଣେ କେତେବେଳେ

ଜୀବ ପୂରାପୂରି ସରି ?

ପୁରା ସରିବା ଆଗରୁ

ଟିକେ ଭାବି ଦେଖିଲେ

କେତେକାମ ଅଛି ବାକି ?

ସମୟ ର ଅନ୍ୟ ନାମ

ଜୀବନ ………………

(ଅରବିନ୍ଦ ଆଚାର୍ଯ୍ୟ , ମୋ :୭୦୦୮୬୬୭୭୮୫ )

Leave a comment