ଦିନେ ଟ୍ରେନ ରେ

“ଆପଣ ଫୋନ ଚାର୍ଜ କରି ସାରିଲେ କି ?”    ହଠାତ  କିଏ ଜଣେ କହୁଥିବା ଶୁଣିବାକୁ ପାଇଲି ।  ବୁଲି ଦେଖିଲି । କୋଡିଏ କି ବାଇଶ  ହେବ ପିଲାଟିଏ ମୋ ଆଡକୁ ଦେଖି ମୋତେ ପଚାରୁଥିଲା । ହାତରେ ତାର ଆଂଡ୍ରଏଡ ଫୋନ ଆଉ ଚାର୍ଜର । ପତଳା ଚେହେରା , ସ୍ମିତ ହାସ୍ଯ ସହିତ ମୋତେ ଦେଖୁଥିଲା ।  (  ୟା ପରେ ………..)

Leave a comment